ବିପଦ ସଙ୍କୁଳ ଅବସ୍ଥାରେ ଦେଓଗାଁ ରେଳ ଷ୍ଟେସନ
ବଲାଙ୍ଗୀର ଦେଓଗାଁ ରେଳ ଷ୍ଟେସନରେ ଏକ୍ସପ୍ରେସ ରହଣି ଦାବୀ ନେଇ ଦେଓଗାଁ ଷ୍ଟେସନରେ ୬ ଘଣ୍ଟିଆ ରେଳରୋକ ହେବା ପରେ ରେଳ ଷ୍ଟେସନର ଉନ୍ନତି କରଣ ହୋଇଛି । କିନ୍ତୁ ଏହି ଉନ୍ନତିକରଣରେ ବଡଧରଣର ଦୁର୍ନୀତି ହୋଇଥିବା ଘଟଣା ସାମ୍ନାକୁ ଆସିଛି । ରେଳବାଇ କୋଟି କୋଟି ଟଙ୍କାରେ ରେଳ ଷ୍ଟେସନର ବିକାଶ!-->…