କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନିକିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତ
ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନିକିଆ ମୟୂରଭଞ୍ଜଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯକ୍ରମ ରହିଥିବାବେଳେ ଗତକାଲି ଟ୍ରେନ ଯୋଗେ ଆସି ରାତି ପ୍ରାୟ ୪ଟା ସମୟରେ ବାଲେଶ୍ୱରରେ ପହଞ୍ଚି ଥିଲେ l ପରେ ସେଠାରୁ ସୋମବାର ସକାଳୁ ପ୍ରାୟ ୮ଟା…
