Odia News Portal
Browsing Tag

dhenkanal

ଢେଙ୍କାନାଳ ଜିଲ୍ଲା ରୁ ବାଲ୍ୟ ବିବାହର ସଂପୂର୍ଣ୍ଣ ଉଚ୍ଛେଦ୍ଦ ଲାଗି କିଶୋର କିଶୋରୀମାନଙ୍କୁ ନେଇ ଗଠିତ ପ୍ରତିରୋଧ ମଞ୍ଚ

ଢେଙ୍କାନାଳ , ବାଲ୍ୟ ବିବାହ ପରି ଏକ ସାମାଜିକ ବ୍ୟାଧିକୁ ରୋକିବା ଲାଗି ଜିଲ୍ଲା ପ୍ରଶାସନ , ଆକ୍ସନଏଡ ଓ ୟୁନିସେଫର ମିଳିତ ସହଯୋଗରେ କିଶୋର ଓ କିଶୋରୀମାନଙ୍କୁ ନେଇ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ ର ଜିଲ୍ଲା ସ୍ତରୀୟ ଅଧିବେଶନ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଫିସ କନଫରେନ୍ସ ହଲ , ଢେଙ୍କାନାଳ…

କାର୍ଯ୍ୟରତ ସମ୍ବାଦିକଙ୍କୁ ସ୍ୱାସ୍ଥ୍ୟ ବିମା କାର୍ଡ ପ୍ରଦାନ

ଆଜି ପୂର୍ବାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଢେଙ୍କାନାଳର କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା କାର୍ଡ ପ୍ରଦାନ କରିଛନ୍ତି । ଏହି ଅବସରରେ ଜିଲ୍ଲାପାଳ ଉପସ୍ଥିତ ସମସ୍ତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ…

ଚିକିତ୍ସାଧିନ ଦନ୍ତାର ମୃତ୍ୟୁ

ଢ଼େଙ୍କନାଳ: ସେଫ୍ଟିସେମିଆ ରୋଗରେ ଆକ୍ରାନ୍ତ ଥିବା ଦନ୍ତାର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ । ଲାହଡା 'ବିଆରଏଫ୍ ଭିତରେ ଥିବା ଷଡ଼ଙ୍ଗୀ ବନଖଣ୍ଡ ଅଂଚଳରେ ଚିକିତ୍ସିତ ହେଉଥିବା ଏକ ହାତୀର ମୃତ୍ୟୁ ଘଟିଛି। ହାତୀଟିକୁ ଟ୍ରାକ କରାଯାଇଛି ଏବଂ ଗତ 2 ଦିନ ଧରି ସେ ଚିକିତ୍ସିତ ହେଉଥିଲେ। VAS…

ଢେଙ୍କାନାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ବାରା ଗାଁ ରୁ ଗାଁ ବୁଲି ଆଇନ୍ ସଚେତନତା କାର୍ଯ୍ୟକ୍ରମ

ଢେଙ୍କାନାଳ : ଜିଲ୍ଲା ଆଇନ ସେବା ପ୍ରାଧିକରଣ , ଢେଙ୍କାନାଳ , ଅଧ୍ୟକ୍ଷ ଶ୍ରୀଯୁକ୍ତ ଶରତ କୁମାର ଦେହୁରୀଙ୍କ ଦ୍ବାରା ଉଦ୍‌ଘାଟନ ହୋଇଥିବା ଗାଁ ରୁ ଗାଁ ବୁଲି ଆଇନ୍ ସଚେତନତା କାର୍ଯ୍ୟକ୍ରମର ଦ୍ବିତୀୟ ଦିବସରେ ଗ୍ରାମ ଆଇନ ସହାୟତ , ମଙ୍ଗଳପୁର ଠାରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ…

ବିଜେଡି ନେତାଙ୍କୁ ଗୁଳି କରି ହତ୍ୟା

ଢ଼େଙ୍କାନାଳ: ବିଚ୍ ରାସ୍ତାରେ ଗୁଳି କରି ହତ୍ୟା । ବିଜେଡି ନେତାଙ୍କୁ ମାରିଦେଲେ । ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବରୁଅାଁ ପଞ୍ଚାୟତର ସମିତିସଭ୍ୟ ଦୀପକ ମହନ୍ତଙ୍କୁ ଗୁଳି କରି ହତ୍ୟା । ତେବେ କିଏ ଏବଂ କାହିଁକି ତାଙ୍କୁ ଗୁଳି କରିଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ତନାଘନା…

ଯୋରନ୍ଦାରେ ନୂଆଁଖାଇ ପର୍ବ ପାଳିତ

ଢେଙ୍କାନାଳ: ପ୍ରସିଦ୍ଧ ଯୋରନ୍ଦା ମହିମା ଗାଦିରେ ନୂଆଖାଇ ପର୍ବ ପାଳିତ ହୋଇଯାଇଛି। ନୂଆ ଧାନରୁ ତିଆରି ହୋଇଥିବା ଚୁଡାରୁ ପ୍ରସ୍ତୁତ ଭୋଗ ମହିମା ଗୋସାଇଁଙ୍କ ନିକଟରେ ଲାଗି କରାଯାଇଥିଲା। ଏହା ପରେ ଏହି ନୂଆ ଚୁଡାରେ ପ୍ରସ୍ତୁତ ଭୋଗ ସାଧୂସନ୍ଥ ଓ ଉକ୍ତ ମାନେ ସେବନ କରିଥିଲେ। ମହିମା ଧର୍ମ ଏକ…

ଦାବି ପୂରଣ ନହେଲେ ବିଧାନସଭା ଘେରିବାକୁ ଚେତାବନୀ ଦେଲା ମା’ ବୁଢ଼ୀ ଠାକୁରାଣୀ କିନ୍ନର ସଂଘ

ଢେଙ୍କାନାଳ: ଜିଲ୍ଲାର କିନ୍ନର ସଙ୍ଗଠନ ତରଫରୁ କିନ୍ନର ମାନଙ୍କ ବିଭିନ୍ନ ସମସ୍ୟା ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀରେ କିନ୍ନରମାନଙ୍କ ସୁରକ୍ଷା , ସମ୍ମାନ ଏବଂ ଅଧିକାର ନେଇ ରାଜ୍ୟ ସରକାରଙ୍କ ଦାବି ଉପସ୍ଥାପନ କରାଯାଇଛି । ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ…

ଗୋପାଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷରୋପଣ

ଢେଙ୍କାନାଳ: ଗଁଦିଆ ବ୍ଲକର ଦେଓଗାଁ ଗ୍ରାମ ପଂଚାୟତ ଅନ୍ତର୍ଗତ ଗୋପାଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସ୍ଥାୟୀ ସଭାପତି ଅଜୟ କୁମାର ପରିଡା ,ତାଙ୍କର ପ୍ରତ୍ୟେକ୍ଷ…

ଢ଼େଙ୍କାନାଳ ଜିଲ୍ଲା ଗସ୍ତରେ ଓଡ଼ିଶା ଷ୍ଟେଟ ଫୁଡ଼ କମିଶନ

ଢେଙ୍କାନାଳ : ଓଡିଶା ଷ୍ଟେଟ ଫୁଡ କମିଶନ ପ୍ରମୋଦ କୁମାର ପରଜାପ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଆସି ସ୍ଥାନୀୟ ସର୍କିଟ ହାଉସରେ ଜିଲ୍ଲାପାଳ ସରୋଜ କୁମାର ସେଠୀ , ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାସ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ସାଫଲ୍ୟ ମଣ୍ଡିତ ପ୍ରଧାନ…

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଢ଼େଙ୍କାନାଳ: ସନ୍ଦେହଘେରରେ ଯୁବକଙ୍କ ମୃତ୍ୟୁ । ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ମୃତଦେହ । ଢେଙ୍କାନାଳ ଜିଲା କଙ୍କଡାହାଡ଼ ଥାନା ବାଲିକୁମା ଗ୍ରାମର ଜଙ୍ଗଲରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ କଙ୍କଡାହାଡ଼ ଥାନା ବାଲିକୂମା ପଞ୍ଚାୟତ ଧୂଳିଗୋଠ ଗ୍ରାମର ପ୍ରକାଶ…