୩ ବର୍ଷର ଦଣ୍ଡାଦେଶକୁ ସସପେଣ୍ଡ କଲେ ଦିଲ୍ଲୀ ହାଇକୋର୍ଟ
ଭୁବନେଶ୍ୱର() ଦିଲୀପ ରାୟଙ୍କୁ ବଡ ଆଶ୍ୱସ୍ତି । ସ୍ୱତନ୍ତ୍ର ସିବିଆଇ କୋର୍ଟର ଦଣ୍ଡାଦେଶକୁ ସସପେଣ୍ଡ କଲେ ଦିଲ୍ଲୀ ହାଇକୋର୍ଟ । ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ସିବିଆଇ କୋର୍ଟ ଦେଇଥିବା ୩ ବର୍ଷର ଜେଲଦଣ୍ଡକୁ ସସପେଣ୍ଡ କରିଛନ୍ତି ।…