ନିର୍ଦ୍ଦେଶକ ଟି.ରାମା ରାଓଙ୍କ ପରଲୋକ
ଅମିତାଭ ବଚ୍ଚନଙ୍କ ସୁପର ହିଟ୍ ଫିଲ୍ମ ‘ଅନ୍ଧା କାନୁନ୍’ ଏବଂ ପ୍ରସିଦ୍ଧ ବାୟୋପିକ୍ ‘ନାଚେ ମୟୁରୀ’ ଭଳି ଫିଲ୍ମର ନିର୍ମାତା ଓ ନିର୍ଦ୍ଦେଶକ ଟି. ରାମା ରାଓଙ୍କ ଚେନ୍ନାଇରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ରାମା!-->…
