ଶାସ୍ତ୍ରୀୟ ସଙ୍ଗୀତ,ସଂସ୍କୃତି ପାଇଁ କାଶ୍ମୀରରୁ କନ୍ୟାକୁମାରୀ ସାଇକେଲ ଯାତ୍ରା
(ସୋସାଇଟି ଫର ପ୍ରୋମୋସନ୍ ଅଫ୍ ଇଣ୍ଡିଆନ୍ କ୍ଲାସିକାଲ୍ ମ୍ୟୁଜିକ୍ ଆଣ୍ଡ କଲଚର ଅମଙ୍ଗଷ୍ଟ ୟୁଥ୍)ର ପ୍ରତିଷ୍ଠାତା ଆଇଆଇଟି-ଦିଲ୍ଲୀର ପ୍ରଫେସର-ଏମିରିଟସ୍, ପଦ୍ମଶ୍ରୀ ଡ.କିରଣ ସେଠ ଭାରତର ଅଗଣିତ ଛାତ୍ର ଆଉ ଛାତ୍ରୀ ମାନଙ୍କ ମଧ୍ୟରେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଏବଂ ସଂସ୍କୃତିର ପ୍ରୋତ୍ସାହନ!-->…
