Odia News Portal
Browsing Tag

doctors day

ବିଶ୍ୱ ଡାକ୍ତର ଦିବସରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ବିଶ୍ୱ ଡାକ୍ତର ଦିବସ । ଏହି ଅବସରରେ ଡାକ୍ତରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ନିଜ ଟ୍ୱଟର ପେଜରେ ଶୁଭେଚ୍ଛା ଜଣାଇବା ସହ ଲେଖିଛନ୍ତି କି, ଲୋକଙ୍କ ବହୁମୂଲ୍ୟ ଜୀବନ ସୁରକ୍ଷିତ କରିବା ଦିଗରେ ବିଶେଷ କରି କୋଭିଡ ମହାମାରୀ ସମୟରେ…

ଆଜି ବିଶ୍ୱ ଡାକ୍ତର ଦିବସ

ଭୁବନେଶ୍ୱର: କଳିଯୁଗରେ ଡାକ୍ତରମାନଙ୍କୁ ଚଳନ୍ତି ଠାକୁର ବୋଲି ମାନିଥାନ୍ତି ଲୋକେ । ଜୀବନ ଯୁଦ୍ଧର ଶେଷ ସମୟରେ ସହାୟ ହୋଇଥାନ୍ତି ଡାକ୍ତରମାନେ । ଖରା ବର୍ଷା ଶୀତ କାକରକୁ ନମାନି ଏମାନେ ସବୁବେଳେ ରୋଗୀଙ୍କ ସେବାରେ ନିଜକୁ ନିୟୋଜିତ କରିଥାନ୍ତି । ତେବେ ଆଜି ହେଉଛି ଏହି କଳିଯୁଗର ଚଳନ୍ତି…