ନବୀନ ନିବାସ ଅଭିମୁଖେ ହଜାର ହଜାର ଡ୍ରାଇଭର
ଭୁବନେଶ୍ୱର: ନବୀନ ନିବାସ ଅଭିମୁଖେ ଡ୍ରାଇଭର ମହାସଂଘ । ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ବାହାରିଛନ୍ତି ହଜାର ହଜାର ଡ୍ରାଇଭର । ୧୦ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛି ଓଡ଼ିଶା ଡ୍ରାଇଭର ମହାସଂଘ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପଦଯାତ୍ରା କରି ଭୁବନେଶ୍ୱର ଆସିଛନ୍ତି!-->…