ବେଆଇନ ଭାବେ ରାଜଧାନୀରେ ପଶିଥିଲେ ଡ୍ରାଇଭର, ଭଙ୍ଗ ହୋଇଛି ୧୪୪ ଧାରା: ଭୁବନେଶ୍ବର ଡିସିପି
ସୋମବାର ଡ୍ରାଇଭର ସଂଘ ପକ୍ଷରୁ ରାଜଧାନୀରେ ପ୍ରବେଶ ଏବଂ ଆଇନଶୃଙ୍ଖଳା ଭଙ୍ଗ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ । ଡିସିପି କହିଛନ୍ତି, ‘ଭୁବନେଶ୍ବରରେ ଡ୍ରାଇଭର ମହାସଂଘ ୧୪୪ ଧାରା ଭଙ୍ଗ କରିଛନ୍ତି । ବିନା ଅନୁମତିରେ ରାଜଧାନୀ ଭୁବନେଶ୍ବରରେ ପ୍ରବେଶ!-->…
