Odia News Portal
Browsing Tag

drone

ପାକିସ୍ଥାନର ମେଡ ଇନ ଚାଇନା ଡ୍ରୋନକୁ ଜବତ କଲା ଭାରତ

ପାକ୍ର ଚାଲ୍ କୁ ଧରିଲା ଭାରତ। ପାକିସ୍ତାନ୍ ଡ୍ରୋନ୍କୁ ଖସାଇଲା ସୀମା ସୁରକ୍ଷା ବଳ ଅର୍ଥାତ୍ ବିଏସ୍ଏଫ୍। ଶୁକ୍ରବାର ରାତିରେ ପଞ୍ଜାବର ଫିରୋଜପୁର ଅଞ୍ଚଳରେ ଅନ୍ତର୍ଜାତୀୟ ସୀମା ନିକଟରୁ ଏକ ପାକିସ୍ତାନୀ ଡ୍ରୋନ୍କୁ ଖସାଇବାରେ ସଫଳ ହୋଇଛି ଭାରତୀୟ ସେନା। ବିଏସ୍ଏଫ୍ ମୁତାବକ, ଏହି ଡ୍ରୋନ୍ ମେଡ୍…

ପ୍ରଥମ ଦିନରେ ୧୩ ହଜାର ୫ଶହ ଟଙ୍କା ଆଦାୟ କଲା ଡ୍ରୋନ

ଭୁବନେଶ୍ୱର() ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଧରିବାକୁ ପ୍ରଥମଥର ପାଇଁ ଡ୍ରୋନ୍ର ସହାୟତା ନିଆଯାଇଛି। ମଙ୍ଗଳବାର ପ୍ରଥମ ଦିନରେ ଏହି ରାସ୍ତାରେ ୨୭ଜଣ ଗାଡ଼ି ଚାଳକଙ୍କୁ ଧରିଛି ଡ୍ରୋନ୍। ସେମାନଙ୍କଠାରୁ ୧୩ ହଜାର ୫ଶହ ଟଙ୍କା ଜରିମାନା ଆକାରରେ ଆଦାୟ କରାଯାଇଛି। ଆଗାମୀ ଦିନରେ ଡ୍ରୋନ୍ ନିୟମ…