Odia News Portal
Browsing Tag

durga puja

ଆଜି ପବିତ୍ର ମହାଷ୍ଟମୀ

ଭୁବନେଶ୍ୱର: ମା’ ଆସିଛନ୍ତି ଧରାପୃକୁ । ଦିଲ୍ଲୀରୁ ପଲ୍ଲୀ ସବୁଠି ହୋଇ ଉଠିଛି ଉତ୍ସବ ମୁଖର । ଆଜି ମାଙ୍କ ମହାଷ୍ଟମୀ ପୂଜା । ଚଳିତ ବର୍ଷ କୋଭିଡ କଟକଣାରେ ପାଳନ କରାଯାଉଛି । ନବରାତ୍ରୀର ଅଷ୍ଟମୀ ତିଥିରେ ମା’ ଦୁର୍ଗା ‘ମହାଗୌରୀ’ ରୂପରେ ପୂଜା ପାଆନ୍ତି। ମା’ଙ୍କ ଏହି ‘ମହାଗୌରୀ’ ରୂପ ଧାରଣ…

ଭୁବନେଶ୍ୱରରେ ଆଡ଼ମ୍ବରଶୂନ୍ୟ ପୂଜା

ଭୁବନେଶ୍ୱର()  କରୋନା ସଂକ୍ରମଣ ସମୟରେ ଭୁବନେଶ୍ୱରରେ ଆଡ଼ମ୍ବରଶୂନ୍ୟ ପୂଜା କରାଯିବାକୁ ନିଷ୍ପତ୍ତି  ନିଆଯାଇଛି ।  ଆଜି ବିଭିନ୍ନ ପୂଜା କମିଟି ସହ ପୁଲିସ କମିଶନରଙ୍କ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି ।  ତେବେ ପୂଜାରେ କ’ଣ କରାଯିବ ଓ କ’ଣ ନକରାଯିବ ସେ ସମ୍ପର୍କରେ ଜାଣନ୍ତୁ ୧-…

ଦୁର୍ଗାପୂଜାକୁ ହାଇକୋର୍ଟଙ୍କ ଅନୁମତି

କଟକ()  କରୋନା ସଙ୍କଟ ସମୟରେ ସବୁ ପୂଜା ପର୍ବ ଉପରେ କଟକଣା ଲାଗିଛି । ଏହାରି ମଧ୍ୟରେ କଟକର ବାଲୁବଜାର ପୂଜା ମଣ୍ଡପକୁ ଦୁର୍ଗାପୂଜା ଆୟୋଜନ ଅନୁମତି ମିଳିଛି । କୋଭିଡ ନିୟମ ମାନି ପୂଜା ଆୟୋଜନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଅଳ୍ପ ସଂଖ୍ୟକ ଲୋକରେ ମଣ୍ଡପରେ ଦୁର୍ଗାପୂଜା…

କଟକରେ ଦୁର୍ଗାପୂଜାକୁ ଅନୁମତି

କଟକ ()   କଟକରେ ଦୁର୍ଗାପୂଜାକୁ ଅନୁୁୁମତି ମିଳିଛି । ମଣ୍ଡପରେ ହୋଇପାରିବ ମା’ ଦୁର୍ଗାଙ୍କ ପୂଜା । ହେଲେ ବିନା  ଶ୍ରଧାଳୁରେ ଏହି ପୂଜା ଅନୁଷ୍ଠିତ ହେବ ।  ପୂଜା କମିଟି ଗୁଡିକ ଭିଡ ନ ଜମାଇ ପୂଜା କରି ପାରିବେ ବୋଲି କଟକ ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାପାଳଙ୍କ ଏଭଳି ନିଷ୍ପତ୍ତିକୁ କଟକ…

ଚଳିତ ବର୍ଷ ରାଜଧାନୀରେ ଏତିକି ସ୍ଥାନରେ ମା’ ପାଉଛନ୍ତି ପୂଜା

ଭୁବନେଶ୍ୱର () ମା’ଙ୍କ ଆଗମନକୁ ନେଇ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ । ଜଗତଜନନୀ ମା’ଙ୍କ ଆବାହାନ ପରେ ଆଜି ପୀଠରେ ଅଷ୍ଟମୀ ଏବଂ ମଣ୍ଡପରେ ମହାସପ୍ତମୀ ପୂଜା ଅନୁଷ୍ଠିତ ହେଉଛି । ବିଭିନ୍ନ ପୀଠ ଏବଂ ମଣ୍ଡପରେ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ଜଗତଜନନୀ ମା’ ଦୁର୍ଗା । ସୁଉଚ୍ଚ ତୋରଣ…

ରାତି ୧୨ଟା ଯାଏଁ ଚାଲିପାରିବ ମେଲୋଡ଼ି

 ଭୁବନେଶ୍ବର()  ବିଭିନ୍ନ ପୀଠ ଏବଂ ମଣ୍ଡପରେ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ଜଗତଜନନୀ ମା’ ଦୁର୍ଗା । ସୁଉଚ୍ଚ ତୋରଣ ସାଙ୍ଗକୁ ଚିକ୍ ମିକ୍ ଲାଇଟ୍ ରେ ଝଲସୁଛି ପୂଜା ମଣ୍ଡପ । ରାଜଧାନୀରେ ଏଥର ୧୭୧ଟି ସ୍ଥାନରେ ମା’ଙ୍କ ପୂଜା ଅନୁଷ୍ଠିତ ହେଉଛି । ଚଳିତ ଥର ଦୁର୍ଗାପୂଜା ପୂଜା ପାଇଁ…