Odia News Portal
Browsing Tag

dushara

ଆଜି ପବିତ୍ର ବିଜୟା ଦଶମୀ

ଭୁବନେଶ୍ୱର: ଆଜି ଦୁର୍ଗତି ନାସିନୀ ମା ଦୁର୍ଗାଙ୍କ ପୂଜା । ପବିତ୍ର ବିଜୟା ଦଶମୀ ବା ଦୁର୍ଗାପୂଜା ଲାଗି ଦିଲ୍ଲୀରୁ ପଲ୍ଲୀ ସବୁଠି ହୋଇ ଉଠିଛି ଉତ୍ସବ ମୁଖର । ଯଦିଓ କରୋନା କଟକଣା ଯୋଗୁଁ ଚଳିତବର୍ଷ ଆଡ଼ମ୍ବରରେ ପାଳନ କରାଯାଇନାହିଁ ତଥାପି ସବୁଠି ମାଙ୍କ ପୂଜାଚ୍ଚନା କରାଯାଇଛି ।…

ଆସନ୍ତାକାଲି ଭକ୍ତଙ୍କ ଲାଗି ବନ୍ଦ ରହିବ ଜଗା ଦର୍ଶନ

ପୁରୀ: ଦଶହରା ଜଗା ଦର୍ଶନ ବନ୍ଦ । ବିଜୟା ଦଶମୀରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ଉପରେ କଟକଣା । ଦଶହରାରେ ଶ୍ରୀଜୀଉଙ୍କ ସୁନାବେଶ କରାଯିବ । ସେହିଭଳି ୧୬ ତାରିଖ ଶନିବାର ଦିନ ଗୋଷାଣି ଭଷାଣିକୁ ନେଇ ଦିନ ୧୨ରୁ ବନ୍ଦ ରହିବ ଶ୍ରୀମନ୍ଦିର । ଭଷାଣୀ ପାଇଁ ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ…

ଦଶହରାରେ ଭକ୍ତଙ୍କୁ ଶ୍ରୀମନ୍ଦିର ମନା

ପୁରୀ: ଆସିଲା ନୂଆ ଏସଓପି । କରୋନା କଟକଣାକୁ ଦୃଷ୍ଟିରେ ରଖି ଆଜି ଛତିଶା ନିଯୋଗ ବୈଠକରେ ନିଆ ଯାଇଛି ନୂଆ ନିଷ୍ପତ୍ତି । କାର୍ତ୍ତିକ ମାସ ଲାଗି ନୂଆ ଏସଓପି ଆସିଥିବା ବେଳେ କରୋନା କଟକରଶକୁ ଦୃଷ୍ଟିରେ ରଖି ଦଶହରାରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଛି । ଶ୍ରୀମନ୍ଦିର ମୁଖ୍ୟ…

ଦଶହରା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

କଟକ: ଦଶହରା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସହରର ବିଭିନ୍ନ ସ୍ଥାନରେ ମୁତୟନ ହେବେ ୩୨ ପ୍ଲାଟୁନ ପୋଲିସ ଫୋର୍ସ। ଏହାର ତଦାରଖ କରିବେ ୧୦୦ ଅଧିକାରୀ। ସେହିପରି ୨୦ଟି ଏଡ୍‍ ପୋଷ୍ଟର ବ୍ୟବସ୍ଥା କରାଯାଇଛି। କୋଭିଡ଼୍‍ କଟକଣା…