Odia News Portal
Browsing Tag

ecmo mechine

ଅଗଷ୍ଟ ୧୫ରେ ଏସସିବି ମେଡିକାଲରେ ଇକମୋ ମେସିନର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କଟକ ବଡ଼ ମେଡିକାଲରେ ପହଞ୍ଚିଛି ଆଉ ୪ଟି ଇମକୋ ମେସିନ । ଏହାକୁ ମିଶାଇ ତିନୋଟି ପର୍ଯ୍ୟାୟରେ ୯ଟି ମେସିନ ପହଞ୍ଚିଛି । ମଙ୍ଗଳବାର ସୁଦ୍ଧା ୫ଏକ୍ମୋ ଆସିଥିବାବେଳେ ବୁଧବାର ବାକିଥିବା ୪ଏକ୍ମୋ ଆସି ପହଞ୍ଚିବା ପରେ ଏକ୍ମୋ ସଂଖ୍ୟା ୯ରେ ପହଞ୍ଚିଛି। ଏପରିକି ଏହାର ଇନ୍ଷ୍ଟଲେସନ୍…

ଭୁବନେଶ୍ୱର ଏମ୍ସରେ ଇକମୋ ମେସିନର ଉଦଘାଟନ

ଭୁବନେଶ୍ୱର: ଘଟିଲା ବହୁ ପ୍ରତିକ୍ଷାର ଅନ୍ତ । ଏମ୍ସର ନବମ ପ୍ରତିଷ୍ଠା ଦିବସରେ ଅତି ଗୁରୁତର କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ସ୍ଥାପନ ହୋଇଥିବା ଇକମୋ ମେସିନ ଉଦଘାଟିତ ହୋଇଛି । ଭୁବନେଶ୍ୱର ଏମସର ଅଧୀକ୍ଷକ ପ୍ରଫେସର ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ଏହି ମେସିନ ଉଦଘାଟନ କରିଛନ୍ତି । ଆସନ୍ତା…