Odia News Portal
Browsing Tag

ed raid

ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ଇଡି ରେଡ୍, ଖବରକାଗଜ ଅଫିସରେ ଚାଲିଛି ଯାଞ୍ଚ

ପୁଣି ଥରେ ରାଜ୍ୟରେ ଆରମ୍ଭ ହୋଇଛି ଇଡି ରେଡ୍। ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ଆକ୍ସନ ମୁଡକୁ ପଳାଇ ଆସିଛି ଇଡି। AT ଚିଟଫଣ୍ଡ ମାମଲାରେ ଆଜି ଭୁବନେଶ୍ୱରର ୩ଟି ଜାଗା ସମେତ ଛତ୍ରପୁରର ଏକ ଜାଗାକୁ ମିଶାଇ ୫ଟି ସ୍ଥାନରେ ଚଢ଼ାଉ ହେଉଛି। ଭୁବନେଶ୍ୱରର ଏକ ଖବରକାଗଜ ଅଫିସ୍ ସମେତ ବିଲଡର ସଂସ୍ଥା

ଅନିଲ ଦେଶମୁଖଙ୍କ ଘରେ ଇଡିର ଚଢ଼ାଉ

ନାଗପୁର: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ପଦ ଛାଡିବା ପରେ ବି ସମସ୍ୟା ବଢ଼ିବାରେ ଲାଗିଛି । ଯେବେଠାରୁ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନିଲ ଦେଶମୁଖଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ କରିଥିଲେ, ସେବେଠାରୁ ରାଜନୀତିରେ