Odia News Portal
Browsing Tag

election 2019

ନାମାଙ୍କନ ଦାଖଲ କଲେ ଶଶିଭୂଷଣ ବେହେରା

ନାମାଙ୍କନ ଦାଖଲ କଲେ ଶଶିଭୂଷଣ ବେହେରା । କେନ୍ଦ୍ରାପଡ଼ାରେ ବିଜେଡିର ବିଧାନସଭା ପ୍ରାର୍ଥୀ ଶଶିଭୂଷଣ ବେହେରା ନାମାଙ୍କନ ଦାଖଲ କରିଛନ୍ତି । କର୍ମୀ ଓ ସମର୍ଥକଙ୍କ ସହ ଦୁଇ ପ୍ରାର୍ଥୀ ପ୍ରଥମେ ବଳଦେବଦୀଉ ମନ୍ଦିର ଯାଇଥିଲେ । ସେଠାରେ ପୂଜାର୍ଚ୍ଚନା ପରେ ଏକ ରୋଡ ଶୋରେ ଯାଇ ନାମାଙ୍କନ ଦାଖଲ…

ପ୍ରତିଶ୍ରୁତି ପୂରଣ କରିନଥିବାରୁ ବିଜେପି ବିଧାୟକଙ୍କୁ ଘେରିଲେ ପଦ୍ମପୁରବାସୀ

ପ୍ରଚାର ବେଳେ ହଟହଟା ହେଲେ ପଦ୍ମପୁର ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ । ଗତ ନିର୍ବାଚନ ଦେଇଥିବା ପ୍ରତିଶ୍ରୁତି ପୂରଣ କରିନଥିବାରୁ ପ୍ରଶ୍ନବାଣରେ ପୋତିପକାଇଲେ ପଦ୍ମପୁର ବ୍ଲକ ବୁଡାମାଲ ପଂଚାୟତ ଗୁଠୁଲ ଗ୍ରାମର ଲୋକ । ପରିସ୍ଥିତି ଏପରି ହୋଇଥିଲା ଯେ ମିଟିଂ ଛାଡି ଅଧାରୁ ଛାଡି…

ମାଆ ମାନେ ହେଉଛନ୍ତି ପ୍ରକୃତରେ ବିକାଶର ଡବଲ ଇଂଜିନ୍କ

କଳାହାଣ୍ଡି ଜୟପାଟଣା ଓ ନର୍ଲାରେ ଜନସଭାକୁ ସମ୍ବୋଧିତ କରିଛନ୍ତି ନବୀନ । ମାଆ ମାନେ ହେଉଛନ୍ତି ପ୍ରକୃତରେ ବିକାଶର ଡବଲ ଇଂଜିନ । ବିଜେଡି ସରକାର ମହିଳାଙ୍କ ଉପରେ ଗୁରୁତ୍ୱ ଦେଇଛି । ସବୁ ଝିଅ ମାଗଣାରେ ପାଠ ପଢିବେ ବୋଲି କହିଛନ୍ତି ନବୀନ ପଟ୍ଟନାୟକ । କେଜିରୁ କଲେଜ, ମେଡିକାଲ, ଇଂଜିନିୟରିଂ…

ଉଭଣୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ଏହି ଅଭିନେତା ,ଜାଣନ୍ତୁ …

ବଲିଉଡ ସୁପରଷ୍ଟାର ସଞ୍ଜୟ ଦତ୍ତ ଆଜି ବିଧିବଦ୍ଧ ଭାବେ କଂଗ୍ରେସ ପାଇଁ ପ୍ରଚାର କରିଛନ୍ତି। ତାଙ୍କ ଭଉଣୀ ପ୍ରିୟା ଦତ୍ତ ଉତ୍ତରପଶ୍ଚିମ ମୁମ୍ବାଇରୁ କଂଗ୍ରେସ ଓ ଏନସିପିର ମିଳିତ ସାଂସଦ ପ୍ରାର୍ଥୀ ହୋଇଛନ୍ତି। ତେଣୁ ଆଜି ସଞ୍ଜୟ ଭଉଣୀ ପ୍ରିୟାଙ୍କ ନାମାଙ୍କନ ଦାଖଲ ପାଇଁ ଆୟୋଜିତ ଶୋଭାଯାତ୍ରାରେ…

ଟିକେଟ୍ ଫେରାଇଲେ କଂଗ୍ରେସ ପ୍ରାର୍ଥୀ, ଜାଣନ୍ତୁ…

ତୁର୍ଥ ପର୍ୟ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଶେଷ ହେବାକୁ ଆଉ ମାତ୍ର ଦିନଟିଏ ଥିବାବେଳେ ଆଜି ପୁଣିଜଣେ କଂଗ୍ରେସର ବିଧାୟକ ପ୍ରାର୍ଥୀ ନିଜର ଟିକେଟ୍ ଫେରସ୍ତ କରିଛନ୍ତି। ବଡ଼ଚଣା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ସୀତାକାନ୍ତ ମହାପାତ୍ର ଚଳିତ ନିର୍ବାଚନ ଲଢ଼ିବା ପାଇଁ ରାଜି…

୧୦୦ ନୁହେଁ ୧୧୭ରୁ ଅଧିକ ଆସନ ଜିତିବ ବିଜେଡି

ଭୁବନେଶ୍ବର () ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ଚାରି ଦିନ ପୂର୍ବରୁ ପ୍ରକାଶିତ ଇଣ୍ଡିଆ ଟିଭିର ସର୍ଭେ ରିପୋର୍ଟରେ କୁହାଯାଇଛି ଯେ, ବିଜେଡି 147 ବିଧାନସଭାରୁ 100ଟି ଆସନ ଜିତିବ । ବିଜେପି 31ଟି, କଂଗ୍ରେସ 9ଟି ଏବଂ ଅନ୍ୟମାନେ 7ଟି ଆସନ ଦଖଲେ କରିବେ । ସେହିଭଳି ଲୋକସଭାରେ 21ଟିରୁ…

ଓଡ଼ିଶାବାସୀଙ୍କ ସହ ଠକେଇ କରିଛି ବିଜେପି: ବିଜେଡି

ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ଠକିଥିବା ଅଭିଯୋଗରେ ଖାରବେଳନଗର ଥାନାରେ ଏତଲା ଦେଲା ବିଜେଡି ପ୍ରତିନିଧି ଦଳ । ତେବେ ବିଜେପି ନାଁରେ ବିଜେଡି ଦେଇଥିବା ଏତଲାରେ ଉଲ୍ଲେଖ ରହିଛି ଯେ, ୨୦୧୪ ନିର୍ବାଚନୀ ଇସ୍ତାହାରରେ ବିଜେପି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ପ୍ରତିଶ୍ରୁତି…

ଚତୁର୍ଥ ପର୍ୟ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରୁଛନ୍ତି…

ଚତୁର୍ଥ ପର୍ୟ୍ୟାୟ ନିର୍ବାଚନ ପାଇଁ ଆଜି ହେଭିୱେଟ ନାମାଙ୍କନ। ଆସନ୍ତାକାଲି ଚତୁର୍ଥ ପର୍ୟ୍ୟାୟ ନାମାଙ୍କନ ଦାଖଲର ଶେଷ ଦିନ। ଆଜି ପ୍ରାର୍ଥିପତ୍ର ଦାଖଲ କରୁଛନ୍ତି ବହୁ ହେଭିୱେଟ। ବାଲେଶ୍ୱର ଲୋକସଭା ପ୍ରାର୍ଥୀ ରବୀନ୍ଦ୍ର କୁମାର ଜେନା ନିଜ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ନାମାଙ୍କନ ଦାଖଲ ପାଇଁ…

ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା

ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା । ଓଡ଼ିଶାର ଗୋଟିଏ ଲୋକସଭା ଆସନ ସହ ୨ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ସେହି ମର୍ମରେ ଜଗତସିଂହପୁର ଲୋକସଭା ଆସନ ପାଇଁ ବିଭୁପ୍ରସାଦ ତରାଇଙ୍କୁ ଟିକେଟ୍ ଦେଇଛି ଦଳ । ସେହିପରି ରାଜ୍ୟର ୨ଟି ବିଧାନସଭା ଆସନ ଯଥା- କେନ୍ଦ୍ରାପଡ଼ାରେ…

ଶଙ୍ଖ ଧରିଲେ ଦିଲ୍ଲୀପଙ୍କ ସମର୍ଥକ

ବିଜେଡିରେ ମିଶିଲେ ଦିଲ୍ଲୀପ ରାୟଙ୍କ ସମର୍ଥକ , ଶୁଭେଛୁ ଓ ଅନୁଗତ । ରାଉରକେଲା ବାସନ୍ତୀ କଲୋନୀରେ ହୋଇଛି ଏହି ମିଶ୍ରଣ ପର୍ବ । ପୂର୍ବତନ କାଉନସିଲରଙ୍କ ସମେତ ଶତାଧିକ ଲୋକ ବିଜେଡିରେ ମିଶିଛନ୍ତି । ରାଉରକେଲାର ପୂର୍ବତନ ବିଧାୟକ ସାରଦା ନାୟକ ଏହି ମିଶ୍ରଣ ପର୍ବରେ ଉପସ୍ଥିତ ରହି ନୂଆ…