Odia News Portal
Browsing Tag

election 2019

ବିଜେପି ଆସିଲେ କେନ୍ଦୁଝରରେ ଦ୍ୱିତୀୟ ମେଡିକାଲ କଲେଜ: ଶାହା

କେନ୍ଦୁଝରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଉଦବୋଧନ। ମେଡିକାଲ କଲେଜ ଜନସଭାରେ ଉଦବୋଧନ ଦେଇ ଦଳ କ୍ଷମତାକୁ ଆସିଲେ କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ ହେବ ବୋଲି କହିଛନ୍ତି ଅମିତ। ଏହାସହ ଊଗୠ ପାଣ୍ଠିର ଠିକ ଉପଯୋଗ ହୋଇନଥିବା ଅଭିଯୋଗ କରିଛନ୍ତି। ମୋଦି ସରକାର ୧୬ଶହ କୋଟି ଟଙ୍କା…

ସାଢେ ୪ କୋଟି ଓଡିଆ ମୋ ପରିବାର: ନବୀନ

ଆସନ୍ତା ୧୮ରେ ହେବାକୁ ଥିବା ଦ୍ୱିତୀୟ ପଯ୍ୟାୟ ନିର୍ବାଚନରେ ରାଜ୍ୟର ୫ଟି ଲୋକସଭା ୩୫ଟି ବିଧାନସଭା ଆସନ ପାଇଁ ହେବ ଭୋଟ୍ ଗ୍ରହଣ । ଏହି ପର୍ୟ୍ୟାୟରେ ହେବାକୁ ଥିବା ବରଗଡ, ବଲାଙ୍ଗୀର, ସୁନ୍ଦରଗଡ, ଆସ୍କା, ଓ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ହେବ ନିର୍ବାଚନ । ଏହି କ୍ରମରେ ଆଜି ଆସ୍କା…

ଜାଣନ୍ତୁ ୩ଟା ସୁଦ୍ଧା କେତେ ପ୍ରତିଶତ ମତଦାନ ହୋଇଛି …

ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା । ଦିନ ସାଢେ ୩ଟା ସୁଦ୍ଧା ୫୭ ପ୍ରତିଶତ ମତଦାନ ହୋଇଛି । ବହ୍ମପୁରଠାରେ ଅପରାହ୍ନ ୩ଟା ସୁଦ୍ଧା ୫୩ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ସେହିପରି ମୋହନାରେ ୫୪ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । ପାରଳାଖେମୁଣ୍ଡି ଠାରେ ୫୧.୮୫…

ଭୋଟ୍ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି କେନ୍ଦ୍ର: ନବୀନ

ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୋନପୁର ଜିଲ୍ଲା ଗସ୍ତ କରିଛନ୍ତି । ଜିଲ୍ଲାରେ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ଜାଲୋଏ ଏବଂ ସୋନପୁର ନିର୍ବାଚନ ମଣ୍ଡଳୀର ଶିଆଳିଠାରେ ଆୟୋଜିତ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇଛନ୍ତି ନବୀନ । ଉଭୟ ସଭାରେ ଓଡିଶା ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା…

ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରି ଫସିଲେ ବିଜେପି ନେତ୍ରୀ

ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ହେମା ମାଳିନୀଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ମାମଲା ଦାୟର ହୋଇଛି । ହେମାଙ୍କ ବିରୋଧରେ ସହାୟକ ନିର୍ବାଚନ ଅଧିକାରୀ ଆରଡି ରାମ କୋତଓ୍ବାଲି ବୃନ୍ଦାବନରେ ଏହି ମାମଲା ରୁଜୁ କରିଛନ୍ତି। ୨ଦିନ ତଳେ ଆଝଇ ଗାଁରେ ଭାଜପା ପ୍ରାର୍ଥୀ ହେମା ମାଳିନୀ…

ଆସନ୍ତାକାଲି ପ୍ରଥମ ପର୍ୟ୍ୟାୟ ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ

ପ୍ରଥମ ପର୍ୟ୍ୟାୟରେ ଆସନ୍ତାକାଲି ଓଡ଼ିଶାରେ ହେବାକୁ ଥିବା ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ପାଇଁ ସମସ୍ତ ରାଜନୈତିକ ଦଳର ନେତା ନିଜ ନିଜ ପ୍ରଚାର ଶେଷ କରିଛନ୍ତି । ମାଓ ଇଲାକାରେ ଆସୁଥିବା କୋରାପୁଟ ଓ ମାଲକାନଗିରିରେ ସୀମା ସିଲ୍ ସହିତ ସମସ୍ତ ବୁଥରେ ପୁଲିସ ମୁତୟନ ବ୍ୟବସ୍ଥା ହୋଇଛି ।…

କାଳିଆ ଯୋଜନାକୁ କେହି ବନ୍ଦ କରି ପାରିବେ ନାହିଁ: ନବୀନ

ଭୁବନେଶ୍ବର () ଦ୍ବିତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ଆଜି ସୁନ୍ଦରଗଡରେ ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଗୋଟିଏ ଦିନରେ ନବୀନ ସୁନ୍ଦରଗଡ଼ ଜିଲ୍ଲାର ସାତୋଟି ନିର୍ବାଚନ ମଣ୍ଡଳୀରେ ମାରାଥନ ପ୍ରଚାର କରିଛନ୍ତି । ଏହି ଅବସରରେ ବିଭିନ୍ନ ସ୍ଥାନରେ ଉଦବୋଧନ ଦେଇ…

ଇସ୍ତାହାର ଜାରି କଲା ବିଜେଡ଼ି, ଜାଣନ୍ତୁ କଣ ରହିଛି …

୨୦୧୯ ନିର୍ବାଚନ ପାଇଁ ଇସ୍ତାହାର ପ୍ରକାଶ କଲା ବିଜୁ ଜନତା ଦଳ । ରାଜ୍ୟ ବିଜେଡ଼ି କାର୍ୟ୍ୟାଳୟରେ ଇସ୍ତାହାର ଜାରି କଲେ ମୁଖ୍ୟମନ୍ତ୍ର । କଂଗ୍ରେସ ଓ ବିଜେପି ପୂର୍ବରୁ ଉଭୟ ଜାତୀୟ ଓ ଆଚଳିକ ସ୍ତରରେ ଇସ୍ତାହାର ପ୍ରକାଶ କରିସାରିଛନ୍ତି । ଇସ୍ତାହାର ଉନ୍ମୋଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ…

ଚାଷୀଙ୍କ ପାଇଁ କାଳିଆ ଟଙ୍କା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ : ନବୀନ

ଭୁବନେଶ୍ବର () ‘କାଳିଆ’ ଟଙ୍କା ଅଟକାଯାଇଥିବା ଅଭିଯୋଗରେ ସିଇଓଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ।ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କାଳିଆ ଟଙ୍କା ଅଟକାଯାଇଥିବା ଅଭିଯୋଗ କରି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ…

ବିଜେଡିରେ ଯୋଗ ଦେବେ କଂଗ୍ରେସ ସଭାନେତ୍ରୀ !

କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା । ସେ ମହିଳା କଂଗ୍ରେସ ସଭାନେତ୍ରୀ ସମେତ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଏହି ସୂଚନା ଦେଇଛନ୍ତି । ଟିକେଟ୍ ବଣ୍ଟନ ନେଇ ସେ ଅସନ୍ତୁଷ୍ଟ ଥିଲେ । ସେ…