Odia News Portal
Browsing Tag

election of odisha

ପୌର ନିର୍ବାଚନ ପାଇଁ ଜିଲ୍ଳା କୁ ପଠାଗଲା EVM

ପଞ୍ଚାୟତ ପରେ ପରେ ପୌର ନିର୍ବାଚନ । ପୌର ନିର୍ବାଚନ ପାଇଁ ଆଉ ପାଦ ଆଗେଇଲେ ନିର୍ବାଚନ କମିଶନ । ଜିଲ୍ଲାକୁ ପଠାଗଲା ଋଠଗ । ପ୍ରଥମ ପର୍ୟ୍ୟାୟରେ ୧୫ ଜିଲ୍ଲାକୁ ପଠାଗଲା EVM । ଗତକାଲି ୫ ଜିଲ୍ଲାକୁ ପଠାଯାଇଥିବା ବେଳେ ଆଜି ୧୦ ଜିଲ୍ଲାକୁ ପଠାଗଲା EVM । ରାଜ୍ୟର ୧୦୫ ପୌରାଞ୍ଚଳରେ ହେବ…

ପ୍ରଥମ ପର୍ୟ୍ୟାୟରେ ୪ଟି ଲୋକସଭା ଆସନରୁ ଏହିମାନେ ହେବେ ବିଜେଡି ପ୍ରାର୍ଥୀ !

୧୮ ତାରିଖରୁ ଆରମ୍ଭ ହେବ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା । ହେଲେ ଏଯାଏଁ ରାଜ୍ୟର କୌଣସି ଦଳ ସେମାନଙ୍କ ପ୍ରାର୍ଥୀପତ୍ର ତାଲିକା ପ୍ରକାଶ କରିନାହାନ୍ତି । ୧୭ ତାରିଖ ଦିନ ତିନୋଟି ଯାକ ପ୍ରମୁଖ ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀ ତାଲିକା ପ୍ରକାଶ କରିବେ ବୋଲି ବିଭିନ୍ନ ଭାବରେ ଇଙ୍ଗିତ ଓ…

ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସର ସର୍ବଦଳୀୟ ବୈଠକ

ଅପ୍ରେଲ୍ ୧୧ ତାରିଖରେ ପ୍ରଥମ ପର୍ୟ୍ୟାୟରେ ୪ଟି ଲୋକସଭା ଆସନ ପାଇଁ ଭୋଟ୍ ନିଆଯିବ । ମେ ମାସ ୧୯ ପର୍ୟ୍ୟନ୍ତ ୭ଟି ପର୍ୟ୍ୟାୟରେ ଭୋଟ ଗ୍ରହଣ ହେବ । ଏବଂ ମେ ମାସ ୨୩ ତାରିଖରେ ଭୋଟ ଗଣତି ହେବ । ତେବେ ଏହି ନିର୍ବାଚନକୁ ଅପରାଧୀ ମୁକ୍ତ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ…