ଛତିଶଗଡ଼ ଓ ମହାରାଷ୍ଟ୍ରରେ କଂଗ୍ରେସର ବାଜିମାତ୍
ପଶ୍ଚିମବଙ୍ଗର ଆସାନସୋଲର ଲୋକସଭା ଆସନ ଓ ବାଲିଗଞ୍ଜର ବିଧାନସଭା ଆସନ ସମେତ ଛତିଶଗଡର ଖଇରାଗଡ, ବିହାରର ବୋଚାହନ ଏବଂ ମହାରାଷ୍ଟ୍ରର ଉତ୍ତର କୋହ୍ଲାପୁର ବିଧାନସଭା ଆସନ ପାଇଁ ଉପ-ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। କୌଣସି ଆସନରେ ବି ବିଜେପି ଖାତା ଖୋଲିପାରି ନାହିଁ ।
ପଶ୍ଚିମବଙ୍ଗରେ!-->!-->!-->…
