ଚଳିତ ବର୍ଷ ବଢ଼ିବ ନାହିଁ ବିଦ୍ୟୁତ୍ ଦର
ଆଜି ଓଇଆରସି ସଚିବ ଏକ ସାମ୍ବାଦିକ ସମ୍ମିଳନୀ କରି ବିଦ୍ୟୁତ୍ ଦର ସମ୍ପର୍କିତ ସୂଚନା ଦେଇଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷରେ ବିଜୁଳି ଦର ଅପରିବର୍ତ୍ତିତ ରହିବ। ଅର୍ଥାତ୍ ଚଳିତ ବର୍ଷ ବିଦ୍ୟୁତ୍ ଦର ବଢ଼ିବ ନାହିଁ ବୋଲି ଓଇଆରସି ସଚିବ ସୂଚନା ଦେଇଛନ୍ତି। ଓପିଟିସିଏଲ ଟ୍ରାନ୍ସମିସନ୍ ଚାର୍ଜ!-->…
