କରେଣ୍ଟ ଲାଗି ଜଳିଗଲେ ୮ ଯାତ୍ରୀ
ଭାରତ ପାକିସ୍ତାନ ବର୍ଡର ସ୍ଥିତ ଜୈସଲମେର ଜିଲ୍ଲାରେ ସକାଳେ ଏକ ବଡ ସଡ଼କ ଦୁର୍ଘଟଣା ହୋଇଛି। ଏଠାରେ ଏକ ବସ୍ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲା। ଏହି ବସ୍ରେ ୮ ଜଣ ଯାତ୍ରୀ ଦଗ୍ଧ ହୋଇଯାଇଥିବା ବେଳେ ୩ ଜଣ ମୃତ୍ୟୁବରଣ କରିଛନ୍ତି। ଆଉ ବାକି ୫ ଜଣଙ୍କର ଅବସ୍ଥାର ସଙ୍କଟାପନ୍ନ ରହିଛି। ଏହି!-->…
