ଟରବାଇନରେ ସମସ୍ୟା ଯୋଗୁ ବିଦ୍ୟୁତ ଉତ୍ପାଦନ ବନ୍ଦ
ସୁନ୍ଦରଗଡ଼ ଜିଲ୍ଲାର ଦର୍ଲିପାଲିଠାରେ NTPCର ପାୱାର ଷ୍ଟେସନରେ ସମସ୍ୟା ଯୋଗୁ ବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଟରବାଇନରେ ସମସ୍ୟା ଯୋଗୁ ବିଦ୍ୟୁତ ଉତ୍ପାଦନ ବନ୍ଦ ରହିଥିବା NTPC ପଷରୁ ସୂଚନା ଦିଆଯାଇଛି। ଗତ ୨୩ ତାରିଖରୁ ବିଦ୍ୟୁତ ଉତ୍ପାଦନ ବନ୍ଦ ଥିବାରୁ ରାଜ୍ୟରେ ବିଦ୍ୟୁତ!-->…
