Odia News Portal
Browsing Tag

elephent

ଜଙ୍ଗଲ ଛାଡ଼ି ଗାଁ ମୁହାଁ ହାତୀପଲ, ଶହଶହ ହେକ୍ଟର ଧାନ ଗଛ ଦଳିଚକଟି କରୁଛନ୍ତି ନଷ୍ଟ

ଜଙ୍ଗଲ ଛାଡ଼ି ଗାଁ ମୁହାଁ ହାତୀପଲ । ଅନୁଗୁଳରେ ହାତୀପଲଙ୍କ ଉତ୍ପାତ । ହାତୀପଲଙ୍କୁ ଦେଖି ଭୟଭୀତ ଲୋକେ । ଅନୁଗୁଳ ଜିଲ୍ଲା ନୂଆ ସାହି, କାଙ୍ଗୁଲା ଓ ଗୋପୀନାଥପୁର ଅଞ୍ଚଳରେ ହାତୀପଲ ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ଶହଶହ ହେକ୍ଟର ଧାନ ଗଛ ଦଳିଚକଟି କରି ଧାନ ଫସଲ କ୍ଷୟକ୍ଷତି କରିଛନ୍ତି। ଖାଦ୍ୟ…

ଦନ୍ତାହାତୀର ମୃତଦେହ ଉଦ୍ଧାର

ଦେବଗଡ଼ଜିଲ୍ଲା ରିଆମାଳ ଫରେଷ୍ଟ ରେଞ୍ଜ ରେଙ୍ଗାଳବେଡ଼ା ସେକ୍ସନ ଟିଙ୍କବୀର ବିଟ୍ ଅନ୍ତର୍ଗତ କାଉଁଶିତଇଲାଠାରେ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଛି। କୌଣସି କାରଣରୁ ବିଳମ୍ବିତ ରାତିରେ ହାତୀର ମୃତ୍ୟୁ ଘଟିଥିବା ବେଳେ ଭୋର ସକାଳୁ ଖବର ପାଇ ରେଞ୍ଜର ନିରଞ୍ଜନ ଧରୁଆ, ଫରେଷ୍ଟର ପ୍ରଦୀପ…

ହାତୀ ଆକ୍ରମଣରେ ଚାଷୀ ମୃତ

ମିଳିଥିବା ସୂଚନା ଅନୁଯାୟୀ, ଆନନ୍ଦ ପ୍ରକାଶ ଖଡ଼ିଆ ଆଜି ସକାଳେ ଗାଁର ପଡ଼ିଆ ଠାରେ ଶୌଚ କରିବା ପାଇଁ ଯାଇଥିଲେ। ମାତ୍ର ସେହି ସମୟରେ ଛଅଟି ଜଙ୍ଗଲି ହାତୀ ସେଠି ଉପସ୍ଥିତ ଥିଲେ ଏବଂ ହଠାତ୍ ଆନନ୍ଦ ପ୍ରକାଶଙ୍କୁ ଘେରି ଆକ୍ରମଣ କରିଥିଲେ। ଜଣେ ହାତୀ ଆନନ୍ଦକୁ ଗୋଡ଼ରେ ଚିପି ଦେଇ ଗୁରୁତର ଆହତ…

ହାତୀଙ୍କ ପାଇଁ ବିଦ୍ୟୁତ୍‌ ଘାତକ: ଦେଶର ସର୍ବାଧିକ ହାତୀ ମୃତ୍ୟୁ ଓଡ଼ିଶାରେ

ଓଡ଼ିଶା ହାତୀଙ୍କ ପାଇଁ ଘାତକ ସାଜିଛି ବିଦ୍ୟୁତ୍‌ ତାର। ସମ୍ବଲପୁର, କଟକ, ଗଜପତି, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର ପରି ଜିଲ୍ଲାରେ ବିଦ୍ୟୁତ୍‌ ଆଘାତରେ ବହୁ ସଂଖ୍ୟକ ହାତୀଙ୍କ ଜୀବନ ଯାଉଛି। କେବେ ଶିକାରୀଙ୍କ ଦ୍ବାରା ବିଝାଯାଇଥିବା ତାର ତ ଆଉ…

ହାତୀ ମଣିଷ ଲଢେଇରେ ଓଡିଶାରେ ମରୁଛନ୍ତି ଅଧିକ ହାତୀ, ସୁରକ୍ଷା ପାଇଁ ସରକାର ଆଣିବେ ନୀତି

ହାତୀ ମଣିଷ ଲଢେଇରେ ପୂର୍ଣଛେଦ ପାଇଁ କସରତରାଜଧାନୀରେ ଦୁଇ ଦିନିଆ ଅନ୍ତର୍ଜାତୀୟ କର୍ମଶାଳାଗୋଡିବାରିରେ ହେବ ସେଣ୍ଟର ଫର ସ୍ପେସିସ ସର୍ଭାଇଭାଲ ଏସିଆନ ଏଲିଫ୍ୟାଣ୍ଟକେତେବେଳେ ହାତୀ ମାରୁଛି ତ କେବଳ ମଣିଷ କରୁଛି ହାତୀ ଶିକାର । ଜଙ୍ଗଲ ଛାଡି ଜନବସତି ମୁହାଁ ଗଜରାଜ । ରାତି ଅଧରେ ହାତୀ ଆସୁଛି,…