Odia News Portal
Browsing Tag

EVM

ଇଭିଏମ୍ ଛନକା

ହାଇଦ୍ରାବାଦରୁ ଆସି ପୁରୀରେ ପହଞ୍ôଚଲା ଇଭିଏମ୍ ମେସିନ । ରାଜ୍ୟରେ ଆଗୁଆ ନିର୍ବାଚନ ହେବାର ଚର୍ଚ୍ଚା ଜୋର ଧରିଛି । ମୋଟ ୮୨୦୦ୟୁନିଟ୍ ଇଭିୟମ୍ ମେସିନ ପହଞ୍ଚିଥିବା ସୂଚନା ମିଳିଛି । ଇଭିୟମ ମେସିନ ଗୁଡିକୁ ପେଣ୍ଠକଟା ଓୟାରହାଉସରେ ରଖାଯାଇଛି । ନିର୍ବାଚନ ନଥାଇ ଇଭିୟମ୍ ଆସିଥିବାରୁ ସଅଳ…

ଇଭିଏମରେ ହେବ ପୈାର ନିର୍ବାଚନ

ଏଥର ପୌର ନିର୍ବାଚନ ଇଲେକ୍ଟ୍ରୋନିକ ଭୋଟିଂ ମେସିନ ଇଭିଏମରେ ହେବ । ସର୍ବଦଳୀୟ ବୈଠକ ଅବସରରେ ଏହି ସୂଚନା ପ୍ରଦାନ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର । ଗୋଟିଏ ବୁଥରେ ୨ଟି ଲେଖାଏଁ ଇଭିଏମ ରଖାଯିବ । ଗୋଟିଏ ଇଭିଏମ କାଉନସିଲର/କର୍ପୋରେଟରଙ୍କୁ ଭୋଟ ପାଇଁ ଉଦ୍ଦିଷ୍ଟ ରହିବ । ଅନ୍ୟ ଇଭିଏମ…

ପୌର ନିର୍ବାଚନ ପାଇଁ ଜିଲ୍ଳା କୁ ପଠାଗଲା EVM

ପଞ୍ଚାୟତ ପରେ ପରେ ପୌର ନିର୍ବାଚନ । ପୌର ନିର୍ବାଚନ ପାଇଁ ଆଉ ପାଦ ଆଗେଇଲେ ନିର୍ବାଚନ କମିଶନ । ଜିଲ୍ଲାକୁ ପଠାଗଲା ଋଠଗ । ପ୍ରଥମ ପର୍ୟ୍ୟାୟରେ ୧୫ ଜିଲ୍ଲାକୁ ପଠାଗଲା EVM । ଗତକାଲି ୫ ଜିଲ୍ଲାକୁ ପଠାଯାଇଥିବା ବେଳେ ଆଜି ୧୦ ଜିଲ୍ଲାକୁ ପଠାଗଲା EVM । ରାଜ୍ୟର ୧୦୫ ପୌରାଞ୍ଚଳରେ ହେବ…