Odia News Portal
Browsing Tag

EX MLA passed away

କୋକୋସରାର ପୂର୍ବତନ ବିଧାୟିକା ଙ୍କ ଦେହାନ୍ତ

ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓଙ୍କ ମାଆ ତଥା କୋକସରାର ପୂର୍ବତନ ବିଧାୟିକା ରୋଶନୀ ସିଂହଦେଓଙ୍କ ପରଲୋକ । ଆଜି ଭୁବନେଶ୍ୱରରେ ତାଙ୍କର ଦେହାନ୍ତ ହୋଇଛି । ସେ ଦୁଇ ଥର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ୧୯୯୫ ଓ ୨୦୦୦ ମସିହାରେ ରୋଶନୀ ସିଂଦେଓ ବିଧାୟିକା ହୋଇଥିଲେ । ବିଧାନସଭା