Odia News Portal
Browsing Tag

face

ମୁହଁର ସୌନ୍ଦର୍ଯ୍ୟ ଲାଗି ଆପଣାନ୍ତୁ ଏହିସବୁ ଘରୋଇ ଉପଚାର

ଭୁବନେଶ୍ୱର: ସମସ୍ତେ ଚାହାଁନ୍ତି ସୁନ୍ଦର ଦେଖାଯିବା ଲାଗି । ତେବେ ସୁନ୍ଦର ଦେଖାଯିବା ଅନେକ ଉପାୟ ଆପଣାନ୍ତି ସମସ୍ତେ । ଟମାଟୋ, ମୁଲତାନି ମାଟି ଓ ଚନ୍ଦନ – ଏକ ପାତ୍ରରେ ଟମାଟୋ ରସ, ମୁଲତାନି ମାଟି ଓ ଚନ୍ଦନ ପାଉଡ଼ର ମିଶାଇ ଦିଅନ୍ତୁ। ଏବେ ଏହାକୁ ମୁହଁରେ ଲଗାଇ ୫ ରୁ ୧୦ ମିନିଟ ରଖନ୍ତୁ।…

ତ୍ୱଚାର ସୁନ୍ଦରତା ଲାଗି ଆପଣାନ୍ତୁ ଏହି ଘରୋଇ ଉପାୟ

ଭୁବନେଶ୍ୱର: ସମସ୍ତେ ସୁନ୍ଦର ରହିବା ଲାଗି ଚାହାଁନ୍ତି । ତ୍ୱଚାର ସୁନ୍ଦରତା ଲାଗି ଆପଣାନ୍ତୁ ଏହି ଉପାୟ । ୧ – ଏକ ଚାମଚ ମହୁରେ ଏକ ଚାମଚ ବେସନ, ଅଳ୍ପ ହଳଦୀ, ଅଳ୍ପ ଅଲିଭ ଅଏଲ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୨୦ ମିନିଟ ରଖି ଦିଅନ୍ତୁ। ୨୦ ମିନିଟ ପରେ ମୁହଁ ଧୋଇ…