ପାରାଦ୍ୱୀପରେ ନକଲି ମଶାଧୂପ କରଖାନାରେ ଚଢାଉ
ମଶାଧୂପ ବି ନକଲି । ପାରାଦୀପ ଆଦର୍ଶ ଥାନା ସ୍ଥିତ ତାରିଣୀଗଡ଼ାରେ ନକଲି ସ୍ଲିପ୍ ଓ୍ବେଲ ମଶାଧୂପ କାରଖାନା ଉପରେ ମୁମ୍ବାଇ ଆଇଟି ଇନଭେଷ୍ଟିଗେଟିଭ ବିଭାଗର ୫ ଜଣିଆ ଟିମ୍ ଓ ପୋଲିସର ଚଢାଉ । ବିପୁଳ ପରିମାଣର ନକଲି ସ୍ଲିପ ଓ୍ବେଲ ମଶାଧୂପ, ପ୍ୟାକିଂ ଜରି, ଧୂପ ତିଆରି ମେସିନ,କେମିକାଲ ଓ ଗୋଟିଏ!-->…
