Odia News Portal
Browsing Tag

fan

ରାଉଲକେଲା ରାସ୍ତାରେ ଫଳ ବିକୁଛନ୍ତି ଧୋନୀଙ୍କ ଡାଏ ହାର୍ଟ ଫ୍ୟାନ୍‌

ମହେନ୍ଦ୍ର ସିଂ ଧୋନି ଟିମ୍ ଇଣ୍ଡିଆର ସର୍ବଶ୍ରେଷ୍ଠ କ୍ୟାପଟେନ୍। ସାରା ବିଶ୍ୱରେ ଧୋନିଙ୍କ ଅଗଣିତ ଫ୍ୟାନ୍ ଅଛନ୍ତି। ଧୋନିଙ୍କ ଟିକିଏ ଝଲକ ପାଇବା ପାଇଁ ଫ୍ୟାନ୍ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି। ଏମିତି ଜଣେ ଫ୍ୟାନ୍ ଓଡ଼ିଶାରେ ଅଛନ୍ତି, ଯାହାଙ୍କ ନାଁ ଶ୍ରୀକାନ୍ତ ସିଂହ। ଶ୍ରୀକାନ୍ତ…