Odia News Portal
Browsing Tag

fasi

ନିର୍ଭୟା ଦୁଷ୍କର୍ମକାରୀଙ୍କୁ ପଚରା ଯିବନି ଶେଷ ଇଚ୍ଛା

ଭୁବନେଶ୍ୱର() ଚଳିତ ମାସ ୨୨ ତାରିଖରେ ତିହାର ଜେଲର ଫାଶୀ ଖୁଂଟରେ ଝୁଲିିବେ ଦିଲ୍ଲୀର ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡର ୪ ଦୋଷୀ । ତେବେ କୌଣସି କଏଦୀକୁ ଫାଶୀ ଦେବା ପୂର୍ବରୁ ସାଧାରଣତଃ ତାର ଶେଷ ଇଚ୍ଛା କଣ ବୋଲି ପଚରାଯାଇଥାଏ । ହେଲେ ନିର୍ଭୟା ମାମଲାରେ କିନ୍ତୁ…

ସୂର୍ୟ୍ୟୋଦୟ ପୂର୍ବରୁ ହିଁ କାହିଁକି ଦିଆଯାଏ ଫାଶୀ, କାରଣ ଜାଣନ୍ତୁ …

ସ୍ୱାଧିକାର ନ୍ୟୁଜ() ଆମ ଦେଶରେ ସବୁବେଳେ ସୂର୍ୟ୍ୟୋଦୟ ଆଗରୁ ହିଁ ଅପରାଧୀଙ୍କୁ ଫାଶୀ ଦିଆଯାଏ। କିନ୍ତୁ କଣ ଆପଣ କେବେ ଭାବିଛନ୍ତି ଏମିତି କଣପାଇଁ କରାଯାଏ। ଆଜି ଆମେ ଆପଣଙ୍କୁ ଜଣାଇବୁ ଏହାର କାରଣ.. ଯଦି କୌଣସି ଲୋକକୁ ଫାଶୀର ଦଣ୍ଡ ମିଳିଥାଏ ତେବେ ଏହା ତାର ମାନସିକତା ଉପରେ ଗଭୀର ପ୍ରଭାବ…

ଫାଶୀ ଦେବା ପୂର୍ବରୁ କଏଦୀର କାନରେ କଣ କହିଥାଏ ଘାତକ, ଜାଣନ୍ତୁ …

ସବୁଠାରୁ ବଡ ଦଣ୍ଡ ହେଲା ଫାଶୀ। କିନ୍ତୁ ଫାଶୀ ପ୍ରକୃତରେ ବହୁତ ସାବଧାନତା ସହ ଦିଆଯାଏ। ଏତେ ବଡ ଦେଶରେ କେବଳ ୨ ଟି ଘାତକ ଅଛନ୍ତି, ଯିଏକି ସରକାରଙ୍କ ଦ୍ୱାରା ମାରିବାର ଦରମା ନିଅନ୍ତି। ମଣିଷକୁ ମରୁଥିବାର ଦେଖି ବହୁତ ଲୋକେ ଡିପ୍ରେସନ୍ ରେ ଆସିଯାଆନ୍ତି। ଫାଶୀ ଦେବା ସମୟରେ ଅନେକ ନିୟମ ପାଳନ…