ଆସିଲା ଫେବୃଆରୀ ଗାଇଡଲାଇନ୍
ଭୁବନେଶ୍ୱର: ଆସିଲା ଫେବୃଆରୀ ମାସ ଲାଗି କରୋନା ଗାଇଡଲାଇନ୍ । ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ଫେବୃଆରୀ ମାସ ପାଇଁ ଗାଇଡଲାଇନ୍ ଜାରି କରାଯାଇଛି । ସିନେମା ହଲ ଓ ଥ୍ରୀଏଟର ମାଲିକ ଓ କଳାକାରଙ୍କ ପାଇଁ ଖୁସିର ଖବର ଆଣି ଦେଇଛି ଏହି ଗାଇଡଲାଇନ୍ । ଫେବୃଆରୀ…