Odia News Portal
Browsing Tag

fight

ରଥଖଳାରେ ହାତାହାତି

ପୁରୀ: ରଥଖଳାରୁ ଆସିଲା ଅଭାବନୀୟ ଦୃଶ୍ୟ । ରଖଖଳାରେ ହାତାହାତି ହେଲେ ୨ ସେବାୟତ । ଅଧଘଣ୍ଟା ବନ୍ଦ ରହିଲା ରଥ ନିର୍ମାଣ କାର୍ଯ୍ୟ । ନନ୍ଦିଘାଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ ମହାପାତ୍ର ଏବଂ ସହଯୋଗୀ ମହାରଣା ରମେଶ ମହାପାତ୍ରଙ୍କ ମଧ୍ୟରେ ହାତାହାତି ହୋଇଥିବାର ଦୃଶ୍ୟ ନଜରକୁ ଆସିଛି । ତେବେ…