Odia News Portal
Browsing Tag

fight

ବିଜେବି କଲେଜରେ ୨ ହଷ୍ଟେଲର ଛାତ୍ରଙ୍କ ମଧ୍ୟରେ ପିଟାପିଟି

ଭୁବନେଶ୍ୱର: ରାଜଧାନୀସ୍ଥିତ ବିଜେବି କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ପିଟାପିଟି । ଖାରବେଳ ଓ ଆମ୍ବେଦକର ହଷ୍ଟେଲର ଛାତ୍ରମାନେ ମୁହାଁମୁହିଁ ହୋଇଛନ୍ତି । ଗଣ୍ଡଗୋଳ ଯୋଗୁଁ ଖାରବେଳ ହଷ୍ଟେଲର ବ୍ୟାପକ ଭଙ୍ଗାରୁଜା ହୋଇଛି । ଅଧିକ ଗଣ୍ଡଗୋଳକୁ ଦୃଷ୍ଟିରେ ରଖି ବିଜେବି କଲେଜରେ ବ୍ୟାପକ ପୋଲିସ…

କେନ୍ଦ୍ରାପଡ଼ାରେ ପୋଲିସ-ଜନତା ମୁହାଁମୁହିଁ

କେନ୍ଦ୍ରାପଡ଼ା: ଖରସ୍ରୋତା ମେଗା ଜଳ ପ୍ରକଳ୍ପକୁ ନେଇ ତେଜୁଛି ବିବାଦ। ପୋଲିସର ଦବଙ୍ଗଗିରି ଓ କମ୍ପାନୀ ବିରୋଧରେ ବୁଧବାର ସଂଗ୍ରାମ ସମିତିର ସମନ୍ୱୟ କମିଟି ବୈଠକ ଆୟୋଜିତ ହୋଇଥିଲା । ସଂଗ୍ରାମ ସମିତି ପ୍ରସାସନ ବିରୁଦ୍ଧରେ ଦେଇଛି ରଣ ହୁଙ୍କାର।ସେପଟେ ପୋଲିସ ଟିମ ସହ ଘଟଣା ସ୍ଥଳ ପରି ଭ୍ରମଣ…

କଙ୍ଗନାଙ୍କ ବିରୋଧରେ କୋର୍ଟର ଦ୍ୱାରସ୍ଥ ଜାଭେଦ ଅଖତର

ମୁମ୍ବାଇ: ପୁଣି ବିବାଦ ଘେରରେ ଛନ୍ଦି ହୋଇଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୟତ । ତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଗୀତିକାର ଜାଭେଦ କର । ଅଭିନେତ୍ରୀ କଙ୍ଗନାଙ୍କ ଓକିଲ ୨୮ ଜୁନରେ ଜାଣିଶୁଣି ବମ୍ବେ ହାଇକୋର୍ଟରେ ତାଙ୍କ ପାସପୋର୍ଟ ରିନ୍ୟୁ କରିବା ପାଇଁ ନିଜ ପକ୍ଷରେ ଆଦେଶପ୍ରାପ୍ତ…

ବିଜେପି ବନାମ ବିଜେଡି ଭାୟା ଚାଷୀ

ଭୁବନେଶ୍ୱର: ଚାଷୀଙ୍କୁ ମୁଖ୍ୟ ଅସ୍ତ୍ର କରି ବିଜେପି ବିଜେଡି ମଧ୍ୟରେ ଦେଖିବାକୁ ମିଳିଛି ମୁହାଁମୁହିଁ ପରିସ୍ଥିତି । ଚାଷୀ ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ମଣ୍ଡି ଓ ସିଏସଓ ଘେରାଉ କରିବ ବିଜେପି । ଆଜି ଓ ଆସନ୍ତାକାଲି ବିଜେପି ପକ୍ଷରୁ ଘେରାଉ କରାଯିବା ନେଇ ପୂର୍ବରୁ…

ପୁଣି ଚର୍ଚ୍ଚାରେ ବର୍ଷା-ଅନୁଭବ ବିବାଦ

କଟକ: କିଛିଦିନର ବିରତି ପରେ ପୁଣିଥରେ ଅଭିନେତ୍ରୀ ବର୍ଷା ଓ ସାଂସଦ ଅନୁଭବ ମହାନ୍ତିଙ୍କ ବିବାଦ ଚର୍ଚ୍ଚା ଘେରକୁ ଆସିଛି । ଉଭୟଙ୍କ ମାମଲା ଚାଲିଥିବା ବେଳେ ମଧ୍ୟସ୍ଥ କେନ୍ଦ୍ରକୁ ବର୍ଷା ଆସିନାହାଁନ୍ତି । ଯାହାକୁ ନେଇ ଅନୁଭବ ଝାଡ଼ିଥିବା ଦେଖିବାକୁ ମିଳିଛି । ଗତକାଲି ଅନୁଭବ ଆସିଥିବା ବେଳେ…

ବାଇକ୍ ସାଇଡ ମରାକୁ ନେଇ ଗୋଷ୍ଠୀ ସଙ୍ଘର୍ଷ

ଭଦ୍ରକ: ଝିମିଟି ଖେଳରୁ ମହାଭାରତ ହେବା ଭଳି ସାମାନ୍ୟ କଥାରୁ ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଛି । ବାଇକ ସାଇଡ ମରାକୁ ନେଇ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ କନ୍ଦଳ ହୋଇଥିବା ଦେଖିବାକୁ ମିଳିଛି । ଭଦ୍ରକ ଜିଲ୍ଲାରୁ ଆସିଛି ଏଭଳି ଦୃଶ୍ୟ । ଏହି ଗୋଷ୍ଠୀ କନ୍ଦଳରେ ୫ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ…

ପୋଲିସ- ମାଓବାଦୀ ଗୁଳି ବିନିମୟ ଜାରି

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କୁଲାବେଡା ଜଙ୍ଗଲ ପୁଲିସ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିବା ନେଇ ବୁଧବାର ଖବର ମିଳିଛି। କୁଲାବେଡା ଜଙ୍ଗଲରେ ମାଓ ଶିବିର ଥିବାର ସୂଚନା ପାଇ ଅପରେସନ ଲଞ୍ଚ କରାଯାଇଥିଲା। ଏସଓଜି ଓ ଡିଭିଏଫ(SOG ଓ DVF) ବାହିନୀ…

ଟିକାକୁ ନେଇ ବିଜେପି-ବିଜେଡି କଳି

ଭୁବନେଶ୍ୱର: ଟିକାକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ କଳି ଦେଖାଦେଇଛି । ବିଜେଡି ସାଂସଦ ଅମର ପଟ୍ଟନାୟକ ଗତକାଲି ଗଣମାଧ୍ୟମକୁ ଏକ ପ୍ରତିକ୍ରିୟାରେ କହିଥିଲେ କି କୋଭାକ୍ସିନକୁ ଡବ୍ଲୁଏଚଓ ଅନୁମୋଦନ ନଦେବା କାରଣରୁ ଛାତ୍ରଛାତ୍ରୀମାନେ ବିଦେଶ ଯାତ୍ରା କରିବାରେ ବାଧା ଉପୁଜୁଛି । ତେବେ ଏଦିଗରେ…

ପୋଲିସ ଜନତା ଧସ୍ତାଧସ୍ତି

ସୋର: ପୋଲିସ ଜନତା ହାତାହାତି । ସମବାୟ କର୍ମଚାରୀଙ୍କୁ ଉଦ୍ଧାର କରିବା ଲାଗି ଆସିଥିବା ବେଳେ ପୋଲିସ ଜନତା ମୁହାଁମୁହିଁ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ପଣାପଣା ସେବା ସମବାୟ ସମିତିରେ ଦେଖାଦେଦେଇଛି ଉତ୍ତେଜନା । ଟଙ୍କା ନମିଳିବାରୁ ଏହି ଉତ୍ତେଜନା ଦେଖିବାକୁ ମିଳିଛି । ସୂଚନା ଅନୁସାରେ,…

ମହେଶ ମୁକେଶ ମୁହାଁମୁହିଁ

ପାଲଲହଡ଼ା: ବିଧାୟକ ଓ ସାଂସଦଙ୍କ ମଧ୍ୟରେ ହାତାହାତି ପରିସ୍ଥ୍‌ିତି ସୃଷ୍ଟି ହୋଇଛି । ପାଲଲହଡ଼ା ବିଧାୟକ ମୁକେଶ ପାଲ ଓ ଢ଼େଙ୍କାନାଳ ସାଂସଦ ମହେଶ ସାହୁଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳୁଛି । ପାଲଲହଡ଼ାରେ କୋଭିଡ ସେଣ୍ଟର ଉଦଘାଟନ ସମୟରେ ଏଭଳି ପରିସ୍ଥିତ ସୃଷ୍ଟି ହୋଇଛି ।…