ଭାରତରେ ନିର୍ମାଣ ହେବ ଯୁଦ୍ଧ ବିମାନ ଇଞ୍ଜିନ: ରାଜନାଥ ସିଂହଙ୍କ ଘୋଷଣା
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଘୋଷଣା କରିଛନ୍ତି ଯେ, ଭାରତ ପଞ୍ଚମ ପିଢ଼ିର ଲଢୁଆ ବିମାନ ପାଇଁ ଇଞ୍ଜିନ ନିର୍ମାଣ ପାଇଁ ଫରାସୀ କମ୍ପାନି ସାଫ୍ରାନ ସହିତ ମିଳିତ ହେବ। ଏହା ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପକୁ ପ୍ରୋତ୍ସାହିତ କରିବା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲ…