Odia News Portal
Browsing Tag

fire broke out

ମିରଟର ଏକ କେମିକାଲ ଫ୍ରାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ

ମିରଟ ଏକ କେମିକାଲ କାରଖାନାରେ ନିଆଁ । ମଓ୍ଵାନାରେ ଥିବା କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଫାକ୍ଟ୍ରିରେ ଏକାଧିକ ଶ୍ରମିକ କାମ କରୁଥିଲେ । ହେଲେ ଏପର୍ଯ୍ୟନ୍ତ ମୃତାହତଙ୍କ କୌଣସି ସୂଚନା ମିଳିନି । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛି ।…

ମୁମ୍ବାଇରେ ଅଗ୍ନିକାଣ୍ଡ ୭ ମୃତ

ମୁମ୍ବାଇର କମଲା ବିଲ୍ଡିଂରେ ଆଜି ସକାଳୁ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଟରେଡୋରେ ଥିବା ଭାଟିଆ ହସ୍ପିଟାଲ ନିକଟରେ ଥିବା ୨୦ ମହଲା କୋଠାରେ ନିଆଁ ଲାଗିଛି । ଏହି ଅଗ୍ନିକାଣ୍ଡରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୭ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଅଗ୍ନିକାଣ୍ଡରେ ଆହତ ହୋଇଥିବା…