୨୦୨୫ ସୁଦ୍ଧା ନିର୍ମାଣ ହେବ ବିଶ୍ୱର ପ୍ରଥମ ଭାସମାନ ସହର
ଭାସମାନ ସହର ବିଚାର ଖୁବ୍ଶୀଘ୍ର ସତ ହେବାକୁ ଯାଉଛି । ଦକ୍ଷିଣ କୋରିଆର ବୁସାନରେ ଗଢ଼ିଉଠିବ ବିଶ୍ୱର ପ୍ରଥମ ଭାସମାନ ସହର । ଏଠାରେ ସଂଯୁକ୍ତ ରାଷ୍ଟ୍ର ଦ୍ୱାରା ସମର୍ଥିତ ବୈଜ୍ଞାନିକମାନେ ବିଶ୍ୱର ପ୍ରଥମ ଭାସମାନ ସହରର ପ୍ରୋଟୋଟାଇପ୍ ନିର୍ମାଣ କରୁଛନ୍ତି । ‘ଓସେନିକ୍ସ’ ନାମକ ଏହି!-->…
