Odia News Portal
Browsing Tag

Flood alert in subarnrekha

ସୁବର୍ଣ୍ଣରେଖା ନଦୀର ଷଷ୍ଠ ବନ୍ୟା: ବନ୍ୟାଜଳରେ ଭାସି ୨ ମୃତ

ଚଳିତବର୍ଷ ସୁବର୍ଣ୍ଣରେଖା ନଦୀର ଷଷ୍ଠ ବନ୍ୟାରେ ପୁଣି ୨ଟି ଜୀବନ ଯାଇଛି। ମୃତକ ହେଉଛନ୍ତି କୁମ୍ଭୀରଗଡ଼ି ପଞ୍ଚାୟତ ଅଡଙ୍ଗପନ୍ତାଇ ଗ୍ରାମର ଶଙ୍କର ପାତ୍ରଙ୍କ ପୁଅ ଅଚିନ୍ତ୍ୟ ପାତ୍ର(୪୭) ଓ ସେହି ଗ୍ରାମର ବୈକୁଣ୍ଠ ମାଝୀ (୮୦)। ସୂଚନା ଅନୁଯାୟୀ, ସୋମବାର ସକାଳେ ଅଚିନ୍ତ୍ୟ ଘରୁ ବାହାରି…

ଝାଡ଼ଖଣ୍ଡରେ ପ୍ରବଳ ବର୍ଷା, ଫୁଲୁଛି ସୁବର୍ଣ୍ଣ ରେଖା

ଭୁବନେଶ୍ବର : ବାତ୍ୟା ୟାସ୍ ପ୍ରଭାବରେ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ହୋଇଛି ।ଫଳରେ ଝାଡଖଣ୍ଡରୁ ବହୁ ଜଳ ଆସିବା କାରଣରୁ ସୁବର୍ଣ୍ଣ ରେଖା ନଦୀରେ ବଢୁଛି ଜଳସ୍ତର । ଉପର ମୁଣ୍ଡାରେ ପ୍ରବଳ ପାଣି ପ୍ରବାହିତ ହେଉଥିବା ବେଳେ ଏବେ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା କରାଯାଉଛି । ବାଲିଆପାଳ ପ୍ରଶାସନ