ହିମାଚଳ, ପଞ୍ଜାବ, ଜମ୍ମୁ-କାଶ୍ମୀର ସ୍ଥିତି ଜଟିଳ: ମଣ୍ଡିରେ ଭୂସ୍ଖଳନ, ୭ ମୃତ
ଅସ୍ବାଭାବିକ ବର୍ଷା ଉତ୍ତର ଭାରତରେ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ପଞ୍ଜାବ, ହରିୟାଣା, ଦିଲ୍ଲୀ, ହିମାଚଳପ୍ରଦେଶ, ଜମ୍ମୁ କାଶ୍ମୀର ଏବଂ ଉତ୍ତରାଖଣ୍ଡରେ ଲଗାଣ ବର୍ଷା ଯୋଗୁଁ ବ୍ୟାପକ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ପଞ୍ଜାବରେ ୨୩ ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିବା ଫଳରେ…