Odia News Portal
Browsing Tag

focous plus

ଦୂତୀଙ୍କ ବିରୋଧରେ ଗପୁଥିଲେ, ଗିରଫ ହେଲେ…

ଭୁବନେଶ୍ୱର: ଫେସବୁକ୍ ଲାଇଭରେ ପ୍ରବଳ ଗପୁଥିଲେ । ଏପରିକି ଆନ୍ତର୍ଜାତୀୟ ଧାବିକା ଦୂତୀ ଚାନ୍ଦ ବିରୋଧରେ ଅଶାଳିନ ଭାଷାରେ ଖବର ପ୍ରସାରଣ କରୁଥିଲେ ୱେବ ପୋର୍ଟାଲ ସମ୍ପାଦକ । ଶେଷରେ ଆଶାଳିନ ମନ୍ତବ୍ୟ ପଡିଛି ମହଙ୍ଗା । ଗିରଫ ହୋଇଛନ୍ତି ଫୋକସ ପ୍ଲସ ଓଡ଼ିଶାର ମୁଖ୍ୟ ସମ୍ପାଦକ ସୁଧାଂଶୁ ଶେଖର

ୱେବ ସାମ୍ବାଦିକ ସୁଧାଂଶୁ ରାଉତଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର: ୱେବ ପୋର୍ଟାଲ ମାଲିକ ସୁଧାଂଶୁ ରାଉତଙ୍କୁ ଉଠାଇ ନେଲା ପୋଲିସ । ଫୋକସ ପ୍ଲସର ମୁଖ୍ୟ ସମ୍ପାଦକ ଥିଲେ ସୁଧାଂଶୁ । ଧାବିକା ଦୂତୀ ଚାନ୍ଦଙ୍କ ଅଭିଯୋଗରେ ପରେ ଉଠାଇ ନେଇଛି । ସେ ଦୂତୀଙ୍କ ବିରୋଧରେ ଖବର ପରିବେଶଣ କରିଥିଲେ । ତେବେ ଅନେକ ଅପମାନଜନକ ଖବର ପରିବେଶଣ କରିଥିବାରୁ ଦୂତୀ