Odia News Portal
Browsing Tag

free

୫ଲକ୍ଷ ପର୍ଯ୍ୟଟକଙ୍କୁ ଭିସା ଫ୍ରି

ନୂଆଦିଲ୍ଲୀ: ପର୍ଯଟକଙ୍କୁ ଆକୃଷ୍ଟ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣଙ୍କ ବଡ଼ ଘୋଷଣା । ଭାରତକୁ ଆସିବାକୁ ଥିବା ପ୍ରଥମ ୫ଲକ୍ଷ ପର୍ଯଟକଙ୍କୁ ଭିସା ଫ୍ରି କରାଯିବ ବୋଲି ଘୋଷଣା କରିଛନ୍ତି । ୫ଲକ୍ଷ ସରିବା ପର୍ଯନ୍ତ ବା ୨୦୨୨ ମାର୍ଚ୍ଚ ଯାଏଁ ଏହି ଯୋଜନା ଲାଗୁ ରହିବ ।

ଆଜିଠାରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ମାଗଣା ଟିକା

ଭୁବନେଶ୍ୱର: ଦେଶରେ ୧୮ ବର୍ଷରୁ ଅଧିକ ବୟସର ସମସ୍ତ ନାଗରିକଙ୍କୁ ଆଜିଠାରୁ ମାଗଣା ଟିକାକରଣ ଆରମ୍ଭ ହୋଇଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍ ୭ ତାରିଖରେ ଏ ସମ୍ପର୍କରେ ଘୋଷଣା କରିଥିଲେ । ସମସ୍ତ ସରକାରୀ ସ୍ୱାସ୍ଥ୍ୟସେବା ସ୍ଥଳରେ ଏଥିପାଇଁ କୋଭିଡ ଟିକା ମାଗଣାରେ ଉପଲବ୍ଧ…

ନଭେମ୍ବର ଯାଏଁ ମାଗଣା ରାସନ ଦେବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ମହାମାରୀ ସମୟରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । ଆଜି ଦେଶବାସୀଙ୍କୁ ସମ୍ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି କି ଆସନ୍ତା ନଭେମ୍ବର ଯାଏଁ ମାଗଣା ରାସନ ଦିଆଯିବ । ଦେଶର ୮୦ କୋଟି ରାସନ ଉପଭୋକ୍ତା ଏଥିରେ ଉପକୃତ ହେବେ ।…