ଫର୍ଣ୍ଣିଚର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଲକ୍ଷାଧିକ ଟଙ୍କାର ଜିନିଷ ନଷ୍ଟ
ମହାରଷ୍ଟ୍ର: ମହାରାଷ୍ଟ୍ରର ଥାନେ ଜିଲ୍ଲାର ଭିଓ୍ଵଣ୍ଡି ଅଞ୍ଚଳରେ ଏକ ଫର୍ଣ୍ଣିଚର ଗୋଦାମରେ ଭୟଙ୍କର ନିଆଁ ଲାଗିଛି। ନିଆଁକୁ ଆୟତ କରିବା ପାଇଁ ଦମକଳ ବାହିନୀ ପକ୍ଷରୁ ୪ଟି ଗାଡି ନିୟୋଜିତ କରାଯାଇଛି।
ସୂଚନାଅନୁସାରେ, ଭିଓ୍ଵଣ୍ଡି ଅଞ୍ଚଳରେ ଥିବା ସୁମାରସ ଚାମୁଣ୍ଡା କମ୍ପ୍ଲେକ୍ସରେ ଥିବା ଏକ!-->…
