Odia News Portal
Browsing Tag

gandhi

ମହାତ୍ମା ଗାନ୍ଧୀଙ୍କ ଶରଣରେ ବିଜେପି ବିଧାୟକ

ଭୁବନେଶ୍ୱର() ଯାଜପୁର ପିଇଓ ସ୍ମିତାରାଣୀଙ୍କ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି କରି ବିଧାନସଭାରେ ବିଜେପି ବିଧାୟକମାନେ ଫେଲ ମାରିବା ପରେ ଏବେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଶରଣରେ ପଶିଛନ୍ତି । ବିଧାନସଭା ଅଧିବେଶନ ଆରମ୍ଭରୁ ବିଜେପି ଓ କଂଗ୍ରେସ ବିଧାୟକ ମାନେ ଗୃହରେ ଏହି ଦାବିରେ…