୧୦ରୁ ଗଙ୍ଗା ସାଗର ମେଳା ଆରମ୍ଭ
ଜାନୁଆରୀ ୧୦ ତାରିଖରୁ ଆରମ୍ଭ ହେଉଛି କୋଲକାତା ଗଙ୍ଗା ସାଗର ମେଳା। ସଂକ୍ରମଣ ବଢ଼ୁଥିବା ବେଳେ ମେଳା ହେଲେ ଭୟାବହ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଏଣୁ ମେଳାକୁ ବନ୍ଦ କରିବାକୁ କୋଲକାତା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା। ତେବେ କୋଭିଡ୍ ଗାଇଡଲାଇନ୍କୁ!-->…
