ଆନ୍ଧ୍ରପ୍ରଦେଶକୁ ଖସି ପଳାଇଲା ଗ୍ୟାଙ୍ଗଷ୍ଟର୍ ସକିଲ୍! ଶ୍ବଶୁର ଘରେ ମୋବାଇଲ୍ ଛାଡ଼ି ଫେରାର୍
ଗ୍ୟାଙ୍ଗଷ୍ଟର୍ ମହମ୍ମଦ ସକିଲ୍ ପୁଲିସକୁ ଚକ୍ମା ଦେଇ ଫେରାର ହୋଇଯାଇଛି। କେଶରପୁର ବଡ଼ି ମସଜିଦ୍ ନିକଟରେ ଥିବା ଶ୍ବଶୁର ଘରେ ନିଜ ମୋବାଇଲ୍ ଫୋନ୍ ଛାଡ଼ି ଫେରାର ହୋଇଯାଇଛି। ସେ ଆନ୍ଧ୍ରପ୍ରଦେଶ ଖସିଯାଇଥିବା ପୁଲିସ ସନ୍ଦେହ କରୁଛି। ତେବେ ପୁଲିସ ସକିଲ୍ର ମୋବାଇଲ୍ ଲୋକେସନ୍ ଟ୍ରାକିଂ…