ହାତ ଛାଡିଲେ ତିର୍କୀ
					କଂଗ୍ରେସ ଛାଡିଲେ ଜର୍ଜ ତିର୍କୀ । ସୁନ୍ଦରଗଡ ଜିଲ୍ଲା ସଭାପତି ପଦରୁ ଜର୍ଜ ତିର୍କୀ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ଯୋର ଧରିଛି । ଜାତୀୟ କଂଗ୍ରେସର ସୁନ୍ଦରଗଡ ଜିଲ୍ଲା ସଭାପତି ଥିଲେ ଜର୍ଜ । ଚାରି ଚାରିଥରର ବିଧାୟକ ହୋଇଥିଲେ ଟାଣୁଆ ଆଦିବାସୀ ନେତା । ୧୯୯୫ରେ ଜେଏମଏମ ଟିକେଟରେ!-->…				
						 
						 
			