Odia News Portal
Browsing Tag

good health

ପୁରୁଷମାନେ ଛାଡିଦିଅନ୍ତୁ ଏହି ୩ ଖରାପ ଅଭ୍ୟାସ: ଶରୀର ହୋଇଯିବ ଶକ୍ତ

ଭୁବନେଶ୍ୱର: ଆଜିର ଏହି ବ୍ୟସ୍ତ ବହୁଳ ଜୀବନରେ ମଣିଷ ଏତେ ମଗ୍ନ ହୋଇଯାଇଛି ଯେ ତାକୁ  ବିଭିନ୍ନ ରୋଗର ସମୁଖୀନ ହେବାକୁ ପଡୁଛି । ଏହି ରୋଗ ଫଳରେ ମଣିଷ ଦିନକୁ ଦିନ ଦୁର୍ବଳ ହୋଇଯାଉଛି । ପୂର୍ବେ ଲୋକମାନେ ନିଜ ଦିନଚର୍ଯ୍ୟା ସହିତ ଖାଦ୍ୟପେୟ ଉପରେ ଧ୍ୟାନ ରଖି ୧୦୦ ବର୍ଷ ପର୍ଯ୍ୟନ୍ତ ଜୀବିତ…