Odia News Portal
Browsing Tag

green day

ଲ୍ୟାଣ୍ଡମାର୍କ ଫେଜ୍‌-୨ ଫ୍ଲାଟ ମାଲିକ ସଂଘ ପକ୍ଷରୁ ‘ସବୁଜ ଦିବସ’ ପାଳିତ

ଭୁବନେଶ୍ୱର: ବୃକ୍ଷ ହିଁ ଜୀବନ । ସୁସ୍ଥ ପରିବେଶ ମଣିଷକୁ ସୁସ୍ଥ ରହିଥାଏ । ଯାହାକୁ ଆଧାର କରି ରାଜଧାନୀସ୍ଥିତ ଲ୍ୟାଣ୍ଡମାର୍କ ଫେଜ୍‌-୨ ଫ୍ଲାଟ ମାଲିକ ସଂଘ ପକ୍ଷରୁ ପାଳିତ ହୋଇଛି ସବୁଜ ଦିବସ । ପରିବେଶକୁ ସବୁଜ ସୁନ୍ଦର ଓ ପରିଷ୍କାର ରଖିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ । କରୋନା କାଳରେ ଲୋକେ…