ନଷ୍ଟ ହେବାରେ ଲାଗିଛି ସବୁଜିମା ନୂଆ ଜଙ୍ଗଲ ସୃଷ୍ଟି ହେଉନି
ଦିନକୁ ଦିନ ଅନୁଗୁଳ ଜିଲ୍ଲାର ପରିବେଶ ନଷ୍ଟ ହେବାରେ ଲାଗିଛି। ତାଳଚେର ପରେ କଣିହାଁ ଓ ଛେଣ୍ଡିପଦା ଅଞ୍ଚଳରେ ଥିବା ବଡ଼ବଡ଼ ଜଙ୍ଗଲ ବଳି ପଡ଼ିବାକୁ ଯାଉଛି। ଖଣିମୁହଁରେ ସବୁଜିମା ସମାଧି ନେଉଛି। ଏପଟେ କିନ୍ତୁ ସେହି ପରିମାଣରେ ଜଙ୍ଗଲ ସୃଷ୍ଟି କରିବା ନେଇ କିଛି ଯୋଜନା ହୋଇଥିବା ମନେ…