ଗୁଜୁରାଟରେ ବଡ ଅଘଟଣ
ଗୁଜୁରାଟ: ଗୁରୁବାର ସକାଳୁ ସକାଳୁ ଘଟିଛି ଏକ ବଡ଼ ଅଘଟଣ। ଗୁଜୁରାଟ ସୁରତରେ ଗ୍ୟାସ ଲିକ୍ ହୋଇ ୬ ମୃତ ଓ ୨୦ରୁ ଅଧିକ ଗୁରୁତର। ସଚିନ GIDC ଏରିଆ ନିକଟ ଏକ କମ୍ପାନିରେ ବିଷାକ୍ତ ଗ୍ୟାସ ଲିକ୍ ହୋଇ ଲୋକଙ୍କ ଜୀବନ ଯାଇଛି। ସୂଚନାନୁସାରେ ଗ୍ୟାସ ଲିକ୍ ହେବା ପରେ ଆଖପାଖ ଲୋକଙ୍କୁ ନିଶ୍ୱାସ!-->…
