Odia News Portal
Browsing Tag

gunupur

ଗୁଣୁପୁର ମହା ବିଦ୍ୟାଳୟରେ ଦୁଇଜଣ ମହାନ କଳାକାରଙ୍କ ପାଇଁ ନୀରବ ପ୍ରାର୍ଥନା

ଗୁଣୁପୁର : ଆଜି ଗୁଣୁପୁର ମହାବିଦ୍ୟାଳୟରେ ଦୁଇଜଣ ମହାନ୍ କଳାକାର ତଥା ଭାରତ ରତ୍ନ ଲତା ମଙ୍ଗେସକର ଜି ଓ ପଣ୍ଡିତ ଦାମୋଦର ହୋତାଙ୍କ ଦେହାନ୍ତ ରେ ୨ ମିନିଟ୍ ନୀରବ ପ୍ରାର୍ଥନା । ଏଥିରେ ଚେୟାରମ୍ୟାନ ପଞ୍ଚାନନ ଚୌଧୁରୀ ଇନଚାର୍ଜ ପ୍ରିନ୍ସପାଲ ଚନ୍ଦ୍ରକାନ୍ତ ନାୟକ ଏବଂ ଅନ୍ୟ ଷ୍ଟାଫ୍ ଓ