ଆଜି ହରେକୃଷ୍ଣ ମହତାବଙ୍କ ୧୨୨ତମ ଜୟନ୍ତୀ
ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ତଥା ଉକ୍ରଳ ନିର୍ମାତା ହରେକୃଷ୍ଣ ମହତାବଙ୍କ ଆଜି ୧୨୨ତମ ଜୟନ୍ତୀ । ଡ଼ଃ ମହତାବ ଥିଲେ ଏକାଧାରରେ ଜଣେ ଲେଖକ,ଐତିହାସିକ,ପ୍ରାବନ୍ଧିକ ତଥା ରାଜନୈତିକ ବ୍ୟକ୍ତି।ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ୧୯୪୬-୫୦ ଯାଏଁ କାମ କରିବା ସହିତ ଭାରତୀୟ ଜାତୀୟ!-->…