Odia News Portal
Browsing Tag

heavy rain

ବର୍ଷା ପ୍ରଭାବରେ କଳାହାଣ୍ଡି, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି

ଗୁରୁବାରଠାରୁ ଲାଗିରହିଥିବା ବର୍ଷା ପ୍ରଭାବରେ କଳାହାଣ୍ଡି, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ମୂଷଳଧାରାରେ ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲାର ସାନ୍ଦୁଲ, ହାତୀ ସମେତ ଅଞ୍ଚଳର ସମସ୍ତ ନଦୀ ଫୁଲିଛି। ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଓ ଗଛପଡ଼ି ରାସ୍ତା ଅବରୋଧ ହୋଇଛି।…